ଶକ୍ତିରୁପେନ ସଂସ୍ଥିତା
ସ୍ଥାନ ___ ଉତ୍କଳ ମଣ୍ଡପ
ତା ___୩୦/୧୦/୨୦୨୪
ବାଳିକା ମହା ସମ୍ମିଳନୀ ଝିଅମାନଙ୍କୁ ସଶକ୍ତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ 🌷🙏ଏହି କାର୍ଯ୍ୟକ୍ରମ ୩୦୦୦ ଛାତ୍ରୀ ଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା,
ଏହି ସମ୍ମିଳନୀ ଉଦସ୍ୟ ଛାତ୍ରୀମାନେ ନିଜ ଭିତରେ ଥିବା ଅନ୍ତର୍ନିହିତ ବିକାଶ,ନିଜକୁ ଚିହ୍ନିବା,ନିଜକୁ ଜାଣିବା,ନିଜର ସମର୍ଥ ସୃଷ୍ଠି କରିବା ପାଇଁ ” ଜ୍ଞାନପ୍ରଭା ମିଶନ” ର ଏକ ସୁନ୍ଦର ପ୍ରୟାସ,ବିଭିନ୍ନ କ୍ଷେତ୍ରରେ ନାରୀମାନେ ଆଗୁଆ ରହିବାର ପ୍ରଚେଷ୍ଟା, ଯାହାର ମନ ଯେତେ ବଳଶାଳୀ,ସେ ସେତେ ଆଗୁଆ, ଯେଉଁମାନେ ଦୁର୍ବଳ ମାନସିକତା ଝିଅ, ସେମାନଙ୍କ ପାଇଁ ଉପଯୁକ୍ତ କା ର୍ଯ୍ୟକ୍ରମ . ଆଜି ସମାଜକୁ ସବଳ ମାନସିକତା ଝିଅ, ଦୃଢମନା ଝିଆଙ୍କ ର ଆବଶ୍ୟକତା ରହିଛି.🌷🙏🌷 ଜ୍ଞାନପ୍ରଭା ମିଶନ ର 🌷🙏🌷🙏 ଏ ପଦକ୍ଷେପ ଏକ ବାର୍ତ୍ତାଵହ, ଆଗକୁ ଆଗେଇବା ର ଏକ ପ୍ରୟାସ🙏🌷🙏