ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ହୋଇଥିବା ଜିଲ୍ଲାସ୍ତରୀୟ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଆମ ଶ୍ରୀ ସତ୍ୟସାଇ ମହିଳା ମହାବିଦ୍ୟାଳୟର ଛାତ୍ରୀ ଗାୟତ୍ରୀ ନାୟକ, (+3 ଦ୍ଵିତୀୟ ବର୍ଷ, ବିଜ୍ଞାନ) ତୃତୀୟ ସ୍ଥାନ ଅଧିକାର କରିଛନ୍ତି